ଚଳନ୍ତା କାର୍ର ଡୋର୍କୁ ଧରି ପୁଶ୍ଅପ୍ ମାରୁଥିଲେ ପାକିସ୍ତାନୀ ଯୁବକ, ଏବେ ଗଲେ ଜେଲ୍; ଭିଡିଓ ଭାଇରାଲ
ଚଳନ୍ତା କାର୍ରେ ପୁଶ୍ଅପ୍ ମାରିଲେ ବ୍ୟକ୍ତି। ବିଶ୍ୱାସ ଲାଗୁନଥିଲେ ବି ଘଟଣାଟି ସମ୍ପୂର୍ଣ୍ଣ ସତ। କିନ୍ତୁ ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ କିଛି କମ୍ ହଟହଟା ହେବାକୁ ପଡ଼ିନି। ଚଳନ୍ତା କାରରେ ପୁଶ୍ଅପ୍ ମାରି ବନ୍ଧା ବି ହୋଇଛନ୍ତି। ଏଭଳି ଘଟଣା ଘଟିଛି ପାକିସ୍ତାନରେ। ଏଠାରେ…