Browsing Tag

r.udaygiri

ଅମାନିଆଙ୍କ ଆକ୍ରମଣର ଶିକାର ହେଲେ ଆଉ ଜଣେ ତହସିଲଦାର, ଏସ୍‌ଆଇ ବି ଆହତ

ମୋହନା (କେନ୍ୟୁଜ୍‌) : ପୁଣି ଜଣେ ତହସିଲଦାର ଅମାନିଆ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ବଲେଶ୍ୱର ପରେ ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଛେଳିଗଡ ଗ୍ରାମ ଖ୍ରିଷ୍ଟିୟାନ ସାହିରେ । ଆଜି କୋଭିଡ଼ ନିୟମ ଭାଙ୍ଗି ଗାଁରେ ଏକାଧିକ ବାହାଘର ପ୍ରୋସେସନ ଚାଲିଥିଲା । ପୁଣି…

ମୋହନା : କିଏ କାହାକୁ ଦୁର୍ବ୍ୟବହାର କଲା, ଗାଁ ଲୋକେ ନା ପୋଲିସ୍ ?

ମୋହନା (କେ ନ୍ୟୁଜ୍) : ଲୋକେ କହୁଛନ୍ତି ପୋଲିସ୍ ଆମକୁ ଦୁର୍ବ୍ୟବହାର କଲା ଆଉ ପୋଲିସ୍ ଏସ୍ଆଇ କହୁଛନ୍ତି ମୋତେ ସେମାନେ ଖରାପ ଆଚରଣ ପ୍ରଦର୍ଶନ କଲେ । ତେବେ କିଏ ସତ କହୁଛି ? ତାକୁ ନେଇ ଏବେ ଚର୍ଚ୍ଚା । ଏପଟେ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା…