Below header
Browsing Tag

radhe

ସଲମାନ ଖାନ୍‌ଙ୍କ ଫିଲ୍ମ ‘ରାଧେ’ରେ ଜୋରଦାର୍‌ ଝଲକ୍‌, ଆସନ୍ତା ଇଦ୍‌ରେ ଦର୍ଶକଙ୍କୁ ଭେଟି ଦେବେ ଭାଇଜାନ୍‌

ପୁଣି ଫେରିବେ ଭାଇଜାନ୍‌ । ନିଜ ଫ୍ୟାନ୍ସମାନଙ୍କ ପାଇଁ ଏକ ଦମଦାର ଉପହାର ଦେଇଛନ୍ତି ବଲିଉଡର ଭାଇଜାନ୍‌ ସଲମାନ ଖାନ୍ । ସଲମାନ୍ ଖାନ୍ ଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଟିଜର ମଧ୍ୟ ଲଞ୍ଚ ହୋଇଯାଇଛି । କିନ୍ତୁ ଏନେଇ ଆଶା ମଧ୍ୟ କରାଯାଇନଥିଲା ଯେ ଏତେ ଶୀଘ୍ର ଫିଲ୍ମର ମୋଶନ ପୋଷ୍ଟର ଲଞ୍ଚ ହୋଇଯିବ ।…