Below header
Browsing Tag

radhe shyam release date

ହୋଲି ପୂର୍ବରୁ ପରଦାକୁ ଆସୁଛି ପ୍ରଭାସଙ୍କ ୩୦୦ କୋଟିର ଫିଲ୍ମ ‘ରାଧେଶ୍ୟାମ’, ଏହି ଦିନ ହେବ ରିଲିଜ୍‌

ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗଡେଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ୍‌’କୁ ନେଇ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି ଓ ଏହାର ଟ୍ରେଲରକୁ ବି ଖୁବ୍‌ ବଢ଼ିଆ ରେସ୍‌ପନ୍ସ ମିଳିଛି। ଏହି ବିଗ୍‌ ବଜେଟ୍‌ ଫିଲ୍ମ ‘ରାଧେ ଶ୍ୟାମ୍‌’ ୧୪ ଜାନୁଆରୀ ୨୦୨୨ରେ ରିଲିଜ୍‌ ହେବାର ଥିଲା।…

ଅଲଗା ଅବତାରରେ ନଜର ଆସିଲେ ପ୍ରଭାସ, ଘୋଷଣା କଲେ ଫିଲ୍ମ ‘ରାଧେ ଶ୍ଯାମ୍’ର ରିଲିଜ ଡେଟ୍

ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ’ଙ୍କୁ ପ୍ରଶଂସକମାନେ ଚାହିଁ ରହିଛନ୍ତି। ଫିଲ୍ମର ନିର୍ମାତା ପ୍ରଭାସଙ୍କ ନୂଆ ପୋଷ୍ଟର ସହିତ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଅଭିନେତା ପ୍ରଭାସ ନିଜେ ମଧ୍ୟ ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ପୋଷ୍ଟରରେ ପ୍ରଭାସ ଅଲଗା…