Below header
Browsing Tag

rahul vohra

ଅକ୍ସିଜେନ୍‌ ଟିକିଏ ପାଇଁ ଛଟପଟ କେମିତି ହେଉଥିଲେ ରାହୁଲ ବୋହରା ଦେଖନ୍ତୁ, କନ୍ଦାଇଦେବ ଏ ଭିଡିଓ

ସୋଡ଼ିଆଲ ମିଡ଼ିଆ ପାଇଁ ଘରେ ଘରେ ପରିଚିତ ଥିଲେ ରାହୁଲ୍ ବୋହରା। ଯୁବ ପିଢ଼ିଙ୍କୁ ମନୋରଞ୍ଜନ ଯୋଗାଉଥିବା ଅଭିନେତା ତଥା ୟୁଟ୍ୟୁବର ରାହୁଲ୍ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ମାତ୍ର ୩୫ ବର୍ଷ ବୟସ ହୋଇଥିଲା । ତାଙ୍କୁ ଦିଲ୍ଲୀ ସ୍ଥିତ ରାଜୀବ ଗାନ୍ଧୀ ସୁପର…

କରୋନା ଜନିତ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ କରିଥିଲେ କିଛି ଏଭଳି ପୋଷ୍ଟ, ଦେଖନ୍ତୁ

କରୋନର ୨ୟ ଲହର ସତେ ଯେପରି ସମସ୍ତଙ୍କ ଜୀବନ ନେବାକୁ ପ୍ରଣ କରିଛି । ଗତ ବର୍ଷରୁ ଏବର୍ଷ ପର୍ଯ୍ୟନ୍ତ କାହିଁ କେତେ ଲୋକ ମୃତ୍ୟୁ ବରଣ କଲାଣି । କେବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଥିରେ ଟଳମଳ ହୋଇନାହିଁ ବରଂ ଆର୍ଥିକ, ବୃତ୍ତିଗତ ସମସ୍ୟା ମଧ୍ୟ ମୁଣ୍ଡ ଟେକିଛି । ଲୋକ ନାହିଁ ନଥିବା ଅସୁବିଧାର…