Below header
Browsing Tag

rail bogies turns into isolation word

ଦେଖନ୍ତୁ କିପରି ଆଇସୋଲେସନ୍ ୱାର୍ଡରେ ବଦଳିଗଲା ଟ୍ରେନର ବଗି, ଏହିପରି ୩ ଲକ୍ଷ ବେଡର ପ୍ରସ୍ତୁତିରେ ଭାରତୀୟ ରେଲୱେ

ସାରା ଦେଶରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଟ୍ରେନର ବଗି ଗୁଡିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିଦେଇଛି । ରେଲୱେ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଉତ୍ତର ରେଲୱେ ଦ୍ଵାରା ଜଗାଧାରୀ ୱାର୍କସପରେ ୨୮ଟି ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିଦିଆଯାଇଛି…