ବାମରା ଷ୍ଟେସନରେ ରେଳରୋକ ଯୋଗୁ ଯାତ୍ରୀ ହଇରାଣ: ରାଉରକେଲା- ସମ୍ବଲପୁର ରୁଟ୍ରେ ରେଳ ଚଳାଚଳ ବ୍ୟାହତ
ରାଉରକେଲା(କେନ୍ୟୁଜ୍): ବାମରା ଷ୍ଟେସନ ଠାରେ ରେଳରୋକ ଯୋଗୁଁ ଯାତ୍ରୀ ହଇରାଣ। ରାଉରକେଲା- ସମ୍ବଲପୁର ରୁଟରେ ରେଳ ଚଳାଚଳ ବ୍ୟାହତ ହୋଇଥିବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଷ୍ଟେସନରେ ରେଳ ଅଟକି ରହିଥିବାରୁ ଯାତ୍ରୀ ମଧ୍ୟ ଫସି ରହିଛନ୍ତି। ରାଉରକେଲା…