Browsing Tag

raja in america

ଆମେରିକା ଟେକ୍ସାସ୍‌ରେ ଜମିଲା ରଜ ପର୍ବ, ସାମିଲ ହେଲେ ଓଡ଼ିଆଙ୍କ ସହ ଅନ୍ୟ ଭାଷାଭାଷୀ ଲୋକେ

ଯେଉଁଠି ଓଡ଼ିଆ ସେଇଠି ରଜ । ସୁଦୂର ଆମେରିକାରେ ମଧ୍ୟ ରଜ ଉତ୍ସବକୁ ଉତ୍ସାହର ସହ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆମାନେ । ଟେକ୍ସାସର ୟୁନିଭର୍ସାଲ ଶ୍ରଦ୍ଧା ଫାଉଣ୍ଡେସନ୍‌ ତଥା ଜଗନ୍ନାଥ ହିନ୍ଦୁ ଟେମ୍ପୁଲ ତରଫରୁ ଚଳିତ ବର୍ଷ ଓଡ଼ିଶାର ପ୍ରମୁଖ ପର୍ବ ରଜ ଉତ୍ସବ ପାଳନ କରାଯାଇଛି । ଏଠାକାର ଓଡ଼ିଆ…