Browsing Tag

rajdroha

ରାଜଦ୍ରୋହ ଆଇନ ଉପରେ ରୋକ ଲଗାଇଲେ ସୁପ୍ରିମ କୋର୍ଟ, ଜୁଲାଇ ତୃତୀୟ ସପ୍ତାହରେ ପରବର୍ତ୍ତୀ ଶୁଣାଣି

କେନ୍ୟୁଜ୍(ବ୍ୟୁରୋ):ଦେଶରେ ରାଜଦ୍ରୋହ ଆଇନ ଉପରେ ଲାଗିଲା ରୋକ । ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ ଉପରେ ରୋକ ଲଗାଇଛନ୍ତି । ଏବେ ଆଇପିସିର ଦଫା ୧୨୪-Aରେ କୌଣସି ଏତଲା ରୁଜୁ ହୋଇପାରିବ ନାହିଁ । କେନ୍ଦ୍ର ରାଜଦ୍ରୋହ ମାମଲା ଆଇନ ଉପରେ ପୁନର୍ବିଚାର କରିବା ପର୍ଯ୍ୟନ୍ତ ଏହି ରୋକ ରହିବ । ଜୁଲାଇ…