Browsing Tag

rajmahal square

ରାଜମହଲ ଛକରେ ବ୍ଯକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ କଲେ ଲହୁ ଲୁହାଣ, ବସ୍‌ ଭିତରେ ଯୁବତୀଙ୍କୁ କରିଥିଲେ ଅସଦାଚରଣ

ଭୁବନେଶ୍ବର: ରାଜମହଲ ଛକରେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ। ବ୍ଯକ୍ତିଙ୍କୁ ଗୋଡେଇ ଗୋଡେଇ ପଥର ମାଡ଼। ଯୁବତୀଙ୍କ ମାଡରେ ଲହୁଲୁହାଣ ହେଲେ ବ୍ଯକ୍ତି । ଗୁରୁତର ଅବସ୍ଥାରେ ରାସ୍ତାରେ ଦୌଡୁଥିବାର ବ୍ଯକ୍ତି ଜଣଙ୍କୁ ଦେଖିବାକୁ ମିଳିଛି। ସବୁ ପୋଲିସ ସାମ୍ନାରେ ଘଟିଥିଲେ ସୁଦ୍ଧା ଏସବୁ ଘଟଣାକୁ…

ନୂଆ ଟ୍ରାଫିକ୍‌ ନିୟମକୁ ନେଇ ରାଜମହଲ ଛକରେ ପ୍ରବଳ ଉତ୍ତେଜନା, ଜନତା -ପୋଲିସ ମୁହାଁମୁହିଁ

ଭୁବନେଶ୍ୱର ରାଜମହଲ ଛକରେ ଗାଡ଼ି ଯାଞ୍ଚ ବେଳେ ଜନତା -ପୋଲିସ ମୁହାଁମୁହିଁ। ନୂଆ ଟ୍ରାଫିକ୍‌ ନିୟମକୁ ନେଇ ପ୍ରବଳ ଉତ୍ତେଜନା। ଜରିମାନା ଆଦାୟ ନେଇ ରାଜମହଲ ଛକ ପାଲଟିଲା ରଣକ୍ଷେତ୍ର। ପୋଲିସ ଗାଡ଼ିର କାଗଜପତ୍ର ଠିକ ନଥିବା ଅଭିଯୋଗରେ ପୋଲିସ ଅଧିକାରୀଙ୍କୁ ଘେରିଲେ ଉତ୍ତ୍ୟକ୍ତ ଲୋକେ। ଘଟଣାସ୍ଥଳରେ…