ପ୍ରକୃତରେ ସୁରକ୍ଷା ଦେଉଥିବା ଗଛ ଡାଳରେ ରାକ୍ଷୀ ବାନ୍ଧି ନିଆରା ରକ୍ଷା ବନ୍ଧନ ପାଳନକଲେ ମହିଳା
ଭାଇ ହାତରେ ତ ସବୁ ଭଉଣୀ ରାକ୍ଷୀ ବାନ୍ଧିଥାନ୍ତି । କିନ୍ତୁ ଆମକୁ ପ୍ରକୃତରେ ସୁରକ୍ଷା ଦେଉଥିବା, ଜୀବନ ଜିଇଁବା ପାଇଁ ସାହାରା ଦେଉଥିବା ଗଛ କଥା ଖୁବ କମ ଲୋକ ଚିନ୍ତା କରନ୍ତି । ରାକ୍ଷୀ ବନ୍ଧନର ଏହି ପବିତ୍ର ଦିନରେ କିଛି ମହିଳା ଗଛରେ ରାକ୍ଷୀ ବାନ୍ଧି ପାଳନ କରିଛନ୍ତି ଏକ ନିଆରା ରକ୍ଷା…