Below header
Browsing Tag

ramnath kobind

ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଆଜି ଦୁଇଟି କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ବର(କେନ୍ୟୁଜ୍):  ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତ କାଲି ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାତି ୭ଟା ୧୫ରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…

ରାଜଧାନୀରେ ପହଞ୍ଚିଲେ ରଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ବରରେ ପହଞ୍ଚିଲେ  ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବାୟୂ ସେନାର ସ୍ବତନ୍ତ୍ର ବିମାନରେ ନିଜ ପତ୍ନୀଙ୍କ ସହ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ  ପହଞ୍ଚିଲେ ରାଷ୍ଟ୍ରପତି। ଦେଶର ପ୍ରଥମ ନାଗରିକଙ୍କୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ  ପହଞ୍ଚିଥିଲେ…

ଆସନ୍ତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ, କମିଶନରେଟ ପୋଲିସ କଲା କାରକେଡ ରିହରସଲ

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ତାଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୋଲିସର କାରକେଡ ରିହରସଲ । ବିମାନବନ୍ଦରରୁ ରାଜଭବନ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପଯ୍ୟର୍ନ୍ତ କାରକେଡ ରିହରସଲ କରିଛି କମିଶନରେଟ ପୋଲିସ । ଏହାର ତଦାରଖ…

ଆସନ୍ତା ୭ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଧାର୍ଯ୍ୟ ହେଲା ଗସ୍ତ ସୂଚୀ

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୭ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂଧ୍ୟା ସାଢେ ୭ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯିିବେ। ରାଜଭବନରେ ରାତ୍ରିଯାପନ କରିବେ । ୮ ତାରିଖ ସକାଳ ଭୁବନେଶ୍ୱର ବିମାନବନ୍ଦରରୁ ଖୋର୍ଦ୍ଧା ଅଭିମୁଖେ ଯିବେ। ସକାଳ…

ଭୁବନେଶ୍ବରରେ ପହଞ୍ଚି ବ୍ରହ୍ମପୁର ଅଭିମୁଖେ ଗସ୍ତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ବିମାନ ରାଜକମଲ ଯୋଗେ ରାଷ୍ଟ୍ରପତି ଅପରାହ୍ନ ସାଢେ ୨ଟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପରେ ସିଧାସଳଖ ବ୍ରହ୍ମପୁର ଅଭିମୁଖେ ଗସ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।…

ବଦଳିଲା ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ, ରାଜଭବନରେ ରାତ୍ରିଯାପନ କରିବେନି ରାଷ୍ଟ୍ରପତି

ଭୁବନେଶ୍ବର(କେନ୍ୟୁଜ୍): ରାଜଭବନରେ ରାତ୍ରିଯାପନ କରିବେନି ରାଷ୍ଟ୍ରପତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ସୂଚୀରେ ପରିବର୍ତ୍ତନ। ଆସନ୍ତାକାଲି ସଂଧ୍ୟା ସାଢେ ୭ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ପରିବର୍ତ୍ତନ ହୋଇଛି।…

ରାଷ୍ଟ୍ରପତି ଭବନରେ ନବନିଯୁକ୍ତ ୧୬୯ IAS, ପ୍ରଶିକ୍ଷଣର ଅନୁଭୂତି ବାଣ୍ଟିଲେ IAS ଅଫିସର

କେନ୍ୟୁଜ୍ (ବ୍ୟୁରୋ):  ସର୍ବଦା ନେତୃତ୍ୱ ନେବାକୁ ଆଗଭର ହୁଅ । ସମସ୍ତଙ୍କ ପାଇଁ ଜଣେ ଜଣେ ରୋଲ ମଡେଲ ହୁଅ । ନିଜ ଚାକିରୀ କାଳର ଅନୁଭୂତି ବାଣ୍ଟିବା ଅବସରରେ ୨୦୧୭ର IAS ଅଧିକାରୀଙ୍କୁ ଏଭଳି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨ ବର୍ଷର ପ୍ରଶିକ୍ଷଣ ପରେ ବିଭିନ୍ନ ମନ୍ତ୍ରାଳୟ ଓ…