Below header
Browsing Tag

Rani Mukherjee

‘ବଣ୍ଟି ଔର ବବ୍‌ଲି ୨’ର ଟିଜର ରିଲିଜ୍‌, ୧୨ ବର୍ଷ ପରେ ଏକାଠି ନଜର ଆସିଲେ ସୈଫ୍‌ ଅଲ୍ଲୀ ଖାନ୍‌ ଓ ରାନୀ ମୁଖାର୍ଜୀ

ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଫିଲ୍ମ ‘ବଣ୍ଟି ଔର ବବ୍‌ଲି ୨’ର ଟିଜର ଆଜି ଶୁକ୍ରବାର ୟଶରାଜ୍‌ ଫିଲ୍ମସ ପକ୍ଷରୁ ରିଲିଜ୍‌ ହୋଇଛି। ଏହା ୨୦୦୫ ମସିହାରେ ଆସିଥିବା ଫିଲ୍ମ ‘ବଣ୍ଟି ଔର ବବ୍‌ଲି’ର ସିକ୍ୱେଲ। ପ୍ରଥମ ଫିଲ୍ମରେ ଅଭିଷେକ ବଚ୍ଚନ ଓ ରାନୀ ମୁଖାର୍ଜୀ ଏକାଠି ନଜର ଆସିଥିବା ବେଳେ…

ରାଣୀ ମୁଖାର୍ଜୀ କାହିଁକି ଛାଡିଲେ ୟଶ୍ ଚୋପ୍ରାଙ୍କ ଘର ? କଣ ଏହି କାରଣ ପାଇଁ ଏତେ ବଡ଼ ନିଷ୍ପତ୍ତି ନେଲେ ଆଦିତ୍ୟ

ଶାଶୁଙ୍କ ଘର ଛାଡିଲେ ରାଣୀ । ୟଶ୍ ଚୋପ୍ରାଙ୍କ ଘର ଛାଡିଲେ ଲୋକପ୍ରିୟ ନିର୍ମାତା ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ଏବଂ ରାଣୀ ମୁଖାର୍ଜୀ । ୟଶଙ୍କ ଘର ଛାଡି ଅନ୍ୟ ସ୍ଥାନକୁ ସିଫ୍ଟ ହୋଇଯାଇଛନ୍ତି ଉଭୟ । ସୂଚନା ଅନୁସାରେ ନିଜର ନୂଆ ଘର କିଣିଛନ୍ତି ଆଦିତ୍ୟ ଚୋପ୍ରା । ଉଭୟ ପ୍ରଥମେ ଜୁହୁ ସ୍ଥିତ ନିଜ…