Below header

ରାଣୀ ମୁଖାର୍ଜୀ କାହିଁକି ଛାଡିଲେ ୟଶ୍ ଚୋପ୍ରାଙ୍କ ଘର ? କଣ ଏହି କାରଣ ପାଇଁ ଏତେ ବଡ଼ ନିଷ୍ପତ୍ତି ନେଲେ ଆଦିତ୍ୟ

ଶାଶୁଙ୍କ ଘର ଛାଡିଲେ ରାଣୀ । ୟଶ୍ ଚୋପ୍ରାଙ୍କ ଘର ଛାଡିଲେ ଲୋକପ୍ରିୟ ନିର୍ମାତା ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ଏବଂ ରାଣୀ ମୁଖାର୍ଜୀ । ୟଶଙ୍କ ଘର ଛାଡି ଅନ୍ୟ ସ୍ଥାନକୁ ସିଫ୍ଟ ହୋଇଯାଇଛନ୍ତି ଉଭୟ । ସୂଚନା ଅନୁସାରେ ନିଜର ନୂଆ ଘର କିଣିଛନ୍ତି ଆଦିତ୍ୟ ଚୋପ୍ରା । ଉଭୟ ପ୍ରଥମେ ଜୁହୁ ସ୍ଥିତ ନିଜ ପୈତୃକ ଘରେ ରହୁଥିଲେ । କିନ୍ତୁ କିଛି ଦୂରରେ ନିଜର ବଙ୍ଗଳା କିଣିଛନ୍ତି ଆଦିତ୍ୟ ।

ଏହା ସହ ପଢନ୍ତୁ କାହାକୁ ଠକିଲେ ଦବଙ୍ଗ ଗର୍ଲ ସୋନାକ୍ଷୀ ? ପଚରା ଉଚରା ପାଇଁ ଘରେ ପହଞ୍ଚିଲେ ପୋଲିସ

ବେ ଆଦିତ୍ୟ ନୂଆ ଘର ନେବା ପରେ ଅନେକ ପ୍ରଶ୍ନ ଉଠିଛି । ଦୀର୍ଘ ବର୍ଷ ଧରି ପୁରୁଣା ଘରେ ରହୁଥିବା ଆଦିତ୍ୟ ହଠାତ୍ ନୂଆ ଘର କାହିଁକି ନେଲେ । ପୁରୁଣା ଘରେ ତାଙ୍କର ଅନେକ ସ୍ମୃତି ରହିଛି । ହେଲେ ବିବାହ ପରେ ନୂଆ ଘର ନେବା ପାଇଁ ସବୁବେଳେ ଆଦିତ୍ୟଙ୍କ ଉପରେ ଚାପ ପକାଉଥିଲେ ରାଣୀ । ତେଣୁ ରାଣୀଙ୍କ ପାଇଁ ପୁରୁଣା ଘର ଛାଡିଲେ ଆଦିତ୍ୟ । ତେବେ ଏଯାଏଁ ଉଭୟ ନିଜର ନୂଆ ଘର କିଣିବା ପଛର କାରଣ ସ୍ପଷ୍ଟ କରିନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.