ରାବଣ ମୁଣ୍ଡ ପୋଡ଼ିଲାନି କାହିଁକି, ଜବାବ ଦିଅ ? ସସପେଣ୍ଡ ହେଲେ ଚାରି ଜଣ ଅଧିକାରୀ
ଛତିଶଗଡ଼ର ଧମତରିରେ ରାବଣ ପୋଡ଼ିକୁ ନେଇ ଭିନ୍ନ ଏକ ଘଟଣା ଘଟିଛି । ଏଠି ରାବଣ ପୋଡ଼ି ପାଇଁ ତିଆରି ହୋଇଥିବା ପୁତ୍ତଳିକାଟି ପୂରା ପୋଡ଼ିଲା ନାହିଁ । ଏଥିରେ ନିଆ ଲାଗିଲା ପରେ ଏହାର ଦେହ ସିନା ପୋଡ଼ି ଗଲା ହେଲେ ଦଶଟି ଯାକ ମୁଣ୍ଡ ଅକ୍ଷତ ରହିଗଲା । ଆଉ ଏହାର ପ୍ରଭାବ ପଡ଼ିଲା ଦାୟିତ୍ୱରେ ଥିବା ଚାରି…