Browsing Tag

Rayudu suspended

ସନ୍ଦେହଜନକ ବୋଲିଂ ପାଇଁ ରାୟୁଡୁ ନିଲମ୍ବିତ ହେଲେ

ଦୁବାଇ : ସନ୍ଦେହଜନକ ବୋଲିଂ ଆକସନ୍‌ ପାଇଁ ଭାରତୀୟ କ୍ରିକେଟର୍‌ ଅମ୍ବାତି ରାୟୁଡୁ ନିଲମ୍ବିତ । ଅବଶ୍ୟ ଆଇସିସି ତାଙ୍କୁ ୧୪ ଦିନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂ କରି ପାରିବେ ନାହିଁ ବୋଲି କହିଛି । ତେବେ ସେ ବ୍ୟାଟିଂ କରିବାରେ କିଛି ଅସୁବିଧା ନାହିଁ । ସେ ଜଣେ ନିୟମିତ ବୋଲର୍‌…