ଗାଉନ ପିନ୍ଧି ଘରେ ବ୍ୟାଟିଂ ପ୍ରାକ୍ଟିସ କଲେ ଏହି ଅଭିନେତ୍ରୀ: କହିଲେ ଆଇପିଏଲକୁ ଅପେକ୍ଷା, ଦେଖନ୍ତୁ ଭିଡିଓ
ଅଭିନେତ୍ରୀ ସୟାମୀ ଖେର ଆଇପିଏଲ ୨୦୨୦କୁ ବହୁତ ବ୍ୟାକୁଳତାର ସହିତ ଅପେକ୍ଷା କରିଛନ୍ତି। ଏହାକୁ ନେଇ ସୟାମୀ ଟ୍ଵିଟରରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ବ୍ୟାକୁଳତାର ସହିତ ଆଇପିଏଲକୁ କିପରି ଅପେକ୍ଷା କରିଛନ୍ତି, ତାହା ଭିଡିଓରେ ପୋଷ୍ଟ କରି କହିଛନ୍ତି। ସେହି ଭିଡିଓରେ ‘‘ମୁଁ…