ସୁଶାନ୍ତଙ୍କୁ ଭୁଲିଗଲେଣି ରିୟା, ଏବେ “ବିଗ ବସ” ୧୫ରେ ଏଣ୍ଟ୍ରି କରିବା ପାଇଁ ହେଉଛନ୍ତି ପ୍ରସ୍ତୁତ
ଲୋକପ୍ରିୟ ରିୟାଲିଟି ସୋ "ବିଗ ବସ"ର ୧୫ ତମ ସିଜିନ୍ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମେକର୍ସ ଏବେ ଏହି ସିଜିନର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବିଗ ବସ ସିଜିନ୍ ୧୪ର ଫାଇନାଲ ସୋର ହୋଷ୍ଟ ସାଲମାନ ଖାନ ଘୋଷଣା କରିଥିଲେ ଯେ , ଆଗାମୀ ସିଜିନରେ ସାଧାରଣ ଲୋକ ବି ଶୋ ରେ ଭାଗ ନେଇପାରିବେ ।…