Browsing Tag

redhakhol accident

ଘନ କୁହୁଡ଼ି ହେଲା କାଳ, ୩ ଗୁରୁତର

ରେଢାଖୋଲ : ଘନ କୁହୁଡ଼ି ହେଲା କାଳ । ବସ୍-ହାଇୱା ମୁହାଁମୁହିଁ ଧକ୍କା । ୩ ଗୁରୁତର । ରେଢାଖୋଲ- ବୌଦ୍ଧ ରାସ୍ତାର ପଣ୍ଡକିମାଳ ଚୌରି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍ ଟି ଯାଉଥିବାବେଳେ ପାଉଁଶ ବୋଝେଇ ହାଇୱା ସହ ଧକ୍କା ହୋଇଥିଲା । ଫଳରେ ହାଇୱାଟି ରାସ୍ତା ତଳକୁ ଓଲଟି…

ଅଜଣା ଗାଡି ଧକ୍କାରେ ମା ଓ ପୁଅ ମୃତ, ପୋଲିସର ତଦନ୍ତ

ରେଢ଼ାଖୋଲ: ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମା ପୁଅ ମୃତ। ରେଢ଼ାଖୋଲ ନାକଟିଦେଉଳ ରାସ୍ତାର ଡ଼ିମିରିକୁଦା ଗ୍ରାମ ନିକଟରେ ଦୁର୍ଘଟଣା ।  ଘଟଣା ସ୍ଥଳରେ ମାର ମୃତ୍ୟୁ, ମେଡିକାଲରେ ପୁଅର ମୃତ୍ୟୁ ।  ଗର୍ଭବତୀ ସ୍ତ୍ରୀକୁ ଦେଖା କରି ଶ୍ୱଶୁର ଘରୁ ମା ସହ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା।…

ମାଲ ବୋଝେଇ ଟ୍ରକ- ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

ରେଢ଼ାଖୋଲ (କେନ୍ୟୁଜ): ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର । ଦୁର୍ଘଟଣା ଘଟିଛି ବୀରମହାରାଜପୁର -ରେଢ଼ାଖୋଲ ରାସ୍ତାର ସୁବଳୟା ସୁରୁବାଲି ସେତୁ ନିକଟରେ । ରାତି ୧୧ଟା ସମୟରେ ବୀରମହାରାଜପୁରରୁ ରେଢ଼ାଖୋଲ ପଟକୁ ଯାଉଥିବା ଏକ ମାଲ ବୋଝେଇ ୧୨ ଚକିଆ ଟ୍ରକ ସହ…

ହାଇଓ୍ୱା ସହ ଟ୍ରକ୍ ମୁହାଁ ମୁହିଁ ଧକ୍କା, ଜଣେ ମୃତ

ରେଢାଖୋଲ(କେନ୍ଯୁଜ୍): ରେଢ଼ାଖୋଲ ଠାରୁ ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଚାରମାଳ ଥାନା ଅନ୍ତର୍ଗତ ଚାଟୁଣୀ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିା ଘଟଣାସ୍ଥଳରେ ହାଇଓ୍ୱା ଚାଳକ ମୃତ୍ୟୁବରଣ କରିଛନ୍ତି। ରେଢ଼ାଖୋଲ ପଟୁ ଏକ ଟ୍ରକ ସମ୍ବଲପୁର ଅଭିମୁଖେ…