Browsing Tag

Rehearsal On Badshah Song

ବାଦଶାହଙ୍କ ଗୀତ ‘ଗେଣ୍ଡା ଫୁଲ’ ଗୀତ ଶିଖୁଛନ୍ତି ଏହି କ୍ରିକେଟର, ଯାହାକୁ ଦେଖି ହସ ରୋକିପାରୁନାହାନ୍ତି ଦୁଇ ଝିଅ

କରୋନା ଭାଇରସ ସଂକ୍ରମଣ ଯୋଗୁ ଗତ ଦୁଇ ମାସ ହେବ କୌଣସି ମ୍ୟାଚ ଆୟୋଜନ କରାଯାଇନାହିଁ। ଫଳରେ ଖେଳାଳିମାନେ ଲକଡାଉନରେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। ଏହି ସମୟରେ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ଓ୍ଵାର୍ଣ୍ଣର ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଅଛନ୍ତି। ସେ ଟିକଟକରେ ପ୍ରତିଦିନ ମଜାଦାର…