Browsing Tag

remove

ଟାଟୁରୁ ହୋଇଗଲେ କି ବୋର , ତେବେ ହଟାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଫ୍ଯାସନ୍ ଟ୍ରେଣ୍ଡରେ ଟାଟୁ କରିବା ବହୁତ ସାଧାରଣ କଥା। ଛୋଟ ପିଲାଙ୍କଠୁ ଆରମ୍ଭ କରି ବଡ଼ ପର୍ଯ୍ଯନ୍ତ ସମସ୍ତେ ବିଭିନ୍ନ ଡ଼ିଜାଇନର ଟାଟୁ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ବେଳେବେଳେ ଟାଟୁ କରିବା ପରେ ସେହି ଟାଟୁ ଭଲ ଲାଗିନଥାଏ ଅଥବା ବହୁଦିନ ହେବାରୁ ସେଥିରୁ ମନ ଭରିଯାଇଥାଏ।…