Below header
Browsing Tag

Richard Muljadi

କରୋନା ଭାଇରସ୍‌କୁ ଏତେ ଭୟ! ସଂକ୍ରମଣରୁ ବର୍ତ୍ତିବା ପାଇଁ ପୂରା ଫ୍ଲାଇଟ୍‌ ବୁକ୍‌ କଲେ ଦମ୍ପତି

କରୋନା ଭାଇରସ୍‌ ଯୋଗୁ ଏବେ ସାରା ବିଶ୍ୱବାସୀ ତାହି ତ୍ରାହି ଡାକିଲେଣି। କରୋନା ସଂକ୍ରମଣ ଭୟରେ ଗତ ବର୍ଷେ ହେଲା ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି। ଏମିତିକି ଗାଡ଼ିରେ ଯାତ୍ରା କରିବାକୁ ମଧ୍ୟ ଲୋକଙ୍କ ମନରେ ଭୟ ରହିଛି। ଇତି ମଧ୍ୟରେ ଇଣ୍ଡୋନେସିଆର ଜଣେ ବ୍ୟକ୍ତି ଫ୍ଲାଇଟ୍‌ ଯାତ୍ରା କରିବା…