Below header
Browsing Tag

roads are closed in malkangiri due to heavy rain fall

ମାଲକାନଗିରିରେ ୩ ଦିନି ହେଲା ଲଗାଣ ବର୍ଷା, ପୋଲ ଉପରେ ୩ଫୁଟର ପାଣି ଯାତାୟାତ ଠପ

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଜିଲ୍ଲାରେ ବନ୍ୟା ପରିସ୍ଥିତି । ପ୍ରବଳ ବର୍ଷା ଯୋଗୁଁ କାଙ୍ଗୁର କୋଣ୍ଡା ପୋଟେରୁ ପୋଲ ଉପରେ ୩ ଫୁଟର ପାଣି ଚାଲିଛି । ଫଳରେ ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି ।…