Browsing Tag

roasted poha

ବର୍ଷା ପାଗର ମଜା ନିଅନ୍ତୁ ଏପରି, ଘରେ ବନାନ୍ତୁ ମୁସମୁସ୍‌ ପୋହା

ବର୍ଷା ଆରମ୍ଭ ହୋଇଯାଇଛି। ଏବେ ମୌସୁମୀ ବର୍ଷା କରିବାରେ ବ୍ୟସ୍ତ। ତେବେ ଏହି ବର୍ଷା ପାଗରେ ଯଦି କିଛି ଚଟପଟା ନ ଖାଇବେ ତାହେଲେ ଏହାର କିଛି ମଜା ନାହିଁ। ବର୍ଷା ପାଗରେ ସବୁବେଳେ ଇଚ୍ଛା ହୋଇଥାଏ କିଛି ଚଟପଟା ଖାଇବାକୁ ମନ ହୋଇଥାଏ। ଏଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସହଜ ରେସିପି।…