Browsing Tag

robber returns money

ଚୋରର ମାନବିକତା, ପ୍ରଥମେ ମହିଳାଙ୍କୁ ଲୁଟିଲା ପରେ ଆକାଉଂଟରେ ଜିରୋ ବାଲାନ୍ସ ଦେଖି ସବୁ ଟଙ୍କା ଫେରାଇ ଦେଲା

ଚୋରର ମାନବିକତା । ପ୍ରଥମେ ମହିଳାଙ୍କୁ ଲୁଟିଲେ ପରେ ସମସ୍ତ ଟଙ୍କା ଫେରାଇଦେଲେ । ଘଟଣାଟି ଘଟିଛି ଚୀନରେ । ଯାହାର ଭିଡିଓ ମଧ୍ୟ ଆସିଛି ସାମ୍ନାକୁ । ଆଉ ଭିଡିଓକୁ ଦେଖି ଲୋକମାନେ ଚୋରର ପ୍ରଶଂସା ମଧ୍ୟ ଖୁବ୍ କରୁଛନ୍ତି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ମହିଳା ଜଣକ ଏକ…