Browsing Tag

robotic tree

ଇଞ୍ଜିନିୟରମାନେ ପ୍ରସ୍ତୁତ କଲେ ‘ରୋବୋଟିକ୍‌ ଟ୍ରି’, ୨,୮୯୦ ଲୋକଙ୍କ ପାଇଁ ତିଆରି କରୁଛି ବିଶୁଦ୍ଧ ବାୟୁ

ପ୍ରଦୂଷଣ ସହ ଲଢ଼ିବାରେ ଗଛଲତା ବହୁତ ଫଳପ୍ରଦ ହୋଇଥାଆନ୍ତି। କିନ୍ତୁ ସମସ୍ୟା ହେଉଛି କି ସାରା ଦୁନିଆରେ ଗଛଲତା ସଂଖ୍ୟା ଲଗାତାର ହ୍ରାସ ପାଇବାରେ ଲାଗିଛି, ଯେଉଁଥିପାଇଁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ବାୟୁ ପ୍ରଦୂଷଣକୁ କମ୍‌ କରିବା ପାଇଁ ବିଶ୍ୱସ୍ତରରେ ଅନେକ ପଦକ୍ଷେପ ଗ୍ରହଣ…