Browsing Tag

roof plaster fall

ଛାତରୁ ଖସିଲା ପ୍ଲାଷ୍ଟର,ଅଳ୍ପକେ ବର୍ତ୍ତିଲେ ଛାତ୍ର ଛାତ୍ରୀ

ବାଲେଶ୍ୱର : ମହାବିଦ୍ୟାଳୟରେ କ୍ଲାସ୍‌ କରୁଥିଲେ ଛାତ୍ର ଛାତ୍ରୀ । ଛାତରୁ ଖସି ପଡ଼ିଲା ପ୍ଲାଷ୍ଟର । ଅଳ୍ପକେ ଜୀବନ ପାଇଲେ ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ଥା ବ୍ଲକ ଅନ୍ତର୍ଗତ ଅମର୍ଦାରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ। ସୁଚନା ଅନୁଯାୟୀ,…

ରାଉରକେଲା: କ୍ଲାସ ଚାଲିଥିବା ବେଳେ ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର, ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ସତ୍ତ୍ୱେ…

ରାଉରକେଲା(କେନ୍ୟୁଜ୍): କ୍ଲାସ ଚାଲିଥିବା ବେଳେ ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର । ରାଉରକେଲା ମହାନଗର ନିଗମ ୪ ନମ୍ବର ୱାର୍ଡର ରଘୁନାଥପଲ୍ଲୀ ସରକାରୀ ସ୍କୁଲ ଛାତରୁ ଅତଡ଼ା ଖସିଛି । ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ପ୍ରଥମ ଓ ଷଷ୍ଠ ଶ୍ରେଣୀ ଗୃହର ଛାତରୁ ପ୍ଲାଷ୍ଟର ଖସିଛି । ଏଥିରେ କୌଣସି…