ଖରାଦିନେ ଗ୍ଲୋଇଂ ସ୍କିନ୍ ପାଇଁ ଲଗାନ୍ତୁ ଗୋଲାପ ଫେସ୍ ଜେଲ୍, ଜାଣନ୍ତୁ କିପରି ତିଆରି କରିବେ
ଖରାଦିନେ ଅଧିକ ଉତ୍ତାପ ଏବଂ ଝାଳ ହେତୁ ଆମ ସ୍କିନ ଶୁଷ୍କ ଏବଂ ଖରାପ ଦେଖାଯିବା ଆରମ୍ଭ କରେ । ଏପରି ପରିସ୍ଥିତିରେ, ବିଭିନ୍ନ ସ୍କିନ କେୟାର ଏବଂ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିବା ପରେ ମଧ୍ୟ ଚେହେରାରେ କୌଣସି ଗ୍ଲୋ କିମ୍ବା ଚମକ ଦେଖାଯାଏ ନାହିଁ । କିନ୍ତୁ ଉଭୟ ପୁରୁଷ ଏବଂ ମହିଳା ନିଜ…