Browsing Tag

round up 2020

ବିଦାୟ ୨୦୨୦: ୩୬୫ରୁ କନ୍ଦେଇଛି ୩୦୦ ଦିନ

ବର୍ଷ ସରିବାକୁ ବାକି ଅଛି ଆଉ ମାତ୍ର ହାତ ଗଣତି ଦିନ କେଇଟା। ଏମିତିରେ ତ ଏହି ପୂରା ବର୍ଷ କରୋନା ମହାମାରୀ ସହ ଲଢ଼େଇରେ ଚାଲିଯାଇଛି। ତଥାପି ଚଳିତବର୍ଷ ବିଭିନ୍ନ ଚ୍ୟାଲେଞ୍ଜ ମଧ୍ୟ ଆସିଥିଲା। ପ୍ରବାସୀ ଶ୍ରମିକ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ଯାଇଥିବା ଫଟୋ ଆମ ମନରେ ସବୁବେଳେ ପାଇଁ…