Browsing Tag

rourkela drowning case

ବଣଭୋଜି କରୁ କରୁ କୋଏଲ ନଦୀରେ ବୁଡ଼ିଗଲେ ତିନି ସାଙ୍ଗ, ଜଣେ ମୃତ ଓ ଦୁଇ ନିଖୋଜ

ରାଉରକେଲା(କେ ନ୍ୟୁଜ): ଭୋଜି କରିବାକୁ ଯାଇ ଗାଧୋଇବା ହେଲା କାଳ । ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡ଼ିଗଲେ ୩ ସାଙ୍ଗ । ରାଉରକେଲା କୋଏଲ ନଦୀରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି । ଅନ୍ୟ ଦୁଇ ଜଣଙ୍କୁ…