Browsing Tag

royal family murder case

କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ ହତ୍ୟା ଘଟଣାର ଚାଲିଛି ଖୋଳତାଡ, ୧୫ଦିନରେ ଚୂଡାନ୍ତ ଚାର୍ଜସିଟ୍‌ ଦାଖଲ କରିବ ପୋଲିସ୍

କଟକ(କେନ୍ଯୁଜ୍): କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଦେବୀଙ୍କୁ ହତ୍ୟାର ଚାଲିଛି ଖୋଳତାଡ । ୧୫ଦିନ ମଧ୍ୟରେ ଚୂଡାନ୍ତ ଚାର୍ଜସିଟ୍‌ ଦାଖଲ କରିବ ପୋଲିସ୍ । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, ସାଇଣ୍ଟିଫିକ୍‌ ପ୍ରମାଣ, ସିସିଟିଭି ଫୁଟେଜ ଏବଂ ପ୍ରତ୍ୟକ୍ଷ ଦର୍ଶୀଙ୍କ ବୟାନ ମିଳିସାରିଛି ।…