Browsing Tag

rpf constable saved a passenger’s life

ଅଳ୍ପକେ ବର୍ତ୍ତିଗଲେ ରେଳ ଯାତ୍ରୀ, ଜୀବନ ବଞ୍ଚାଇଲେ ରେଳବାଇ ପୋଲିସ୍; କେମିତି ଦେଖନ୍ତୁ

ଚେନ୍ନାଇ : ଚେନ୍ନାଇର ଏଗମୋର ରେଳ ଷ୍ଟେସନରେ ଯାତ୍ରୀଙ୍କୁ ବଞ୍ଚାଇଲେ ରେଳବାଇ ପୋଲିସ୍ (ଆରପିଏଫ୍) । ଚଳନ୍ତା ଟ୍ରେନକୁ ଚଢ଼ିବା ପାଇଁ ଚେଷ୍ଟା କରୁଥିବା ବେଳେ ଖସି ପଡ଼ିଥିଲେ । ଏତିକି ବେଳେ ଯାତ୍ରୀ ଜଣକ ରେଳ ଚକା ତଳେ ପଡ଼ିଯିବାର ସମ୍ଭାବନା ଥିଲା । ହେଲେ ସେଠାରେ ସଜାଗ ଥିବା ଆରପିଏଫର ଜଣେ…