Below header
Browsing Tag

rto office raid

ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପୋଲିସର ଚଢାଉ, ୧୩ ଜଣ ଦଲାଲଙ୍କୁ ଅଟକ ରଖି ପଚରାଉଚାର

ରାଉରକେଲା(କେନ୍ୟୁଜ୍): ରାଉରକେଲା ଉଦିତ୍‌ନଗରଠାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପୋଲିସ ଚଢାଉ। ୧୩ ଜଣ ଦଲାଲଙ୍କୁ ପୋଲିସ ଅଟକ ରଖି ପଚରାଉଚାର କରିଛି। ଚଢାଉ ଦେଖି ଅନେକ ଦଲାଲ ନିଜ ଅଫିସରେ ତାଲା ପକାଇ ପଳାଇ ଥିଲେ । ଜଣେ ଦଲାଲର ଅଫିସକୁ ପୋଲିସ ସିଲ୍‌ କରିଛି। ବିଭିନ୍ନ କାମ କରାଇ…