ବିଶ୍ୱକପ ରଗବୀର ପ୍ରମୋସନ ପାଇଁ କିସ୍ରେ ଜାପାନ ଜାତୀୟ ରଗବୀ ଆସୋସିଏସନର ଅଫିସିଆଲ
ଭୁବନେଶ୍ବର : ବିଶ୍ୱକପ ରଗବୀର ପ୍ରମୋସନ ପାଇଁ କିସ୍ରେ ଜାପାନ ଜାତୀୟ ରଗବୀ ଆସୋସିଏସନର ଅଫିସିଆଲ । ପ୍ରଥମ ଥର ଲାଗି ଏସିଆ ମହାଦେଶରେ ରଗବୀ ବିଶ୍ୱକପ୍ ଆୟୋଜିତ ହେଉଛି । ଜାପାନ୍ ଏହାର ଆୟୋଜନ କରୁଛି । ସେଥିପାଇଁ ସାରା ଏସିଆରେ ଏହି ଇଭେଣ୍ଟର ପ୍ରମୋସନ କରଯାଉଛି । ଭାରତରେ ଏକ ମାତ୍ର…