ଭୋଟ ଦେଲେ ବିଶ୍ବର ସବୁଠୁ କମ୍ ଉଚ୍ଚତାର ମହିଳା ଜ୍ୟୋତି ଆମଗେ

ଭୋଟ ଦେଲେ ବିଶ୍ବର ସବୁଠୁ କମ୍ ଉଚ୍ଚତାର ମହିଳା । ଏ ହେଉଛନ୍ତି ଜ୍ୟୋତି ଆମଗେ। ମହାରାଷ୍ଟ୍ର ନାଗପୁର ନିକଟରେ ଏକ ବୁଥରେ ପହଞ୍ଚି ମତଦାନ କରିଛନ୍ତି ।

ନାଗପୁର: ଭୋଟ ଦେଲେ ବିଶ୍ୱର ସବୁଠୁ କମ୍ ଉଚ୍ଚତାର ମହିଳା । ଏ ହେଉଛନ୍ତି ଜ୍ୟୋତି ଆମଗେ। ମହାରାଷ୍ଟ୍ର ନାଗପୁର ନିକଟରେ ଏକ ବୁଥରେ ପହଞ୍ଚି ମତଦାନ କରିଛନ୍ତି । ପରିବାର ଲୋକଙ୍କ ସହ ମତଦାନ କେନ୍ଦ୍ରକୁ ଆସିଥିଲେ ଭୋଟ ଦାନ କରିବାକୁ । ଜ୍ୟୋତିଙ୍କ ଉଚ୍ଚତା ୨ ଫୁଟ ୧ ଇଞ୍ଚ । ତାଙ୍କ ବୟସ ୩୦ ବର୍ଷ । ଏ ହେଉଛନ୍ତି ବିଶ୍ୱର ସବୁଠୁ କମ ଉଚ୍ଚତାର ମହିଳା ।

You might also like