Browsing Tag

runaway

ବେଙ୍ଗାଲୁରୁରେ ଏହି କାରଣରୁ ଆଉ ଗଡିବନି BMTC ଏସି ଭଲଭୋ ବସ୍, ଚିନ୍ତାରେ ଆଇଟି କର୍ମଚାରୀ

ବେଙ୍ଗାଲୁରୁ: ଆଉ ଗଡିବନି BMTC ଏସି ଭଲଭୋ ବସ୍ । ଏନେଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ବସ ଗୁଡିକୁ ବନ୍ଦ କରିବେ ବୋଲି ସୂଚନା ଦେଇଛନ୍ତି। ବେଙ୍ଗାଲୁରୁକୁ ସାରା ଭାରତରେ ଗ୍ରୀନ ସିଟି ଓ ଆଇଟି ରାଜ୍ୟର ମାନ୍ୟତା ପାଇଛି। ବିଭିନ୍ନ ରାଜ୍ୟରୁ ଆଇଟି ବିଭାଗରେ ପାସ୍ କରି ଚାକିରି ପାଇଁ…