Below header
Browsing Tag

sachin pilot

ନିଜ ସରକାର ବିରୋଧରେ ଅନଶନ ଆରମ୍ଭ କଲେ ସଚିନ ପାଇଲଟ୍‌, କାମ ଦେଲାନି କଂଗ୍ରେସର ଚେତାବନୀ

ରାଜସ୍ଥାନ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜ ରାଜ୍ୟ ସରକାର ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି। ପୂର୍ବର ବାସୁନ୍ଧରା ରାଜେ ନେତୃତ୍ୱାଧୀନ ବିଜେପି ସରକାର ସମୟରେ ହୋଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଆଜି ପାଇଲଟ ଏକ ଦିବସୀୟ ଅନଶନରେ…

ସଚିନ ପାଇଲଟ ଗୋଷ୍ଠୀର ୧୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଆଜି ହାଇକୋର୍ଟରେ ଶୁଣାଣି

ରାଜସ୍ଥାନ: ସଚିନ ପାଇଲଟ ଗୋଷ୍ଠୀର ୧୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଆଜି ହାଇକୋର୍ଟରେ ହେବ ଶୁଣାଣି। ବିଧାୟକ ଦଳ ବୈଠକରେ ଯୋଗ ନଦେବା ପରେ ସଚିନ ପାଇଲଟଙ୍କ ସମେତ ୧୯ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତି ନୋଟିସ ଜାରି କରିଥିଲେ। ଆଜି ହାଇକୋର୍ଟଙ୍କ ରାୟ ଉପରେ ଗେହଲଟ…

ସଚିନ୍ ପାଇଲଟ୍‌ଙ୍କ ସମେତ ତାଙ୍କର ଦୁଇ ସମର୍ଥକ ମନ୍ତ୍ରୀ ପଦରୁ ବାଦ୍ ପଡ଼ିଲେ

ଜୟପୁର : ରାଜସ୍ଥାନ କଂଗ୍ରେସରେ ଆହୁରି ଘନେଇଲା ବିବାଦ । ସଚିନ୍ ପାଇଲଟ୍‌ଙ୍କୁ ଆଜି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦବିରୁ ବହିଷ୍କାର କରାଯାଇଛି । ସେହିପରି ସେ ପସିସିର ସଭାପତି ପଦରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ସେହିପରି ପାଇଲଟ୍‌ଙ୍କ ସମର୍ଥକ କୁହାଯାଉଥିବା ଦୁଇ ଜଣ କ୍ୟାବିନେଟ୍ ମନ୍ତ୍ରୀ…