ଲକଡାଉନ ଭିତରେ ବର ଗାଡ଼ିରେ ଲାଗିଗଲା ଭୟଙ୍କର ନିଆଁ, ଉଦ୍ଧାର କରି ଭେନ୍ୟୁ ପର୍ଯ୍ୟନ୍ତ ପହଞ୍ଚାଇଲା ପୋଲିସ
ଦିଲ୍ଲୀରେ ଲକଡାଉନ ଭିତରେ ଏକ ବର ଗାଡ଼ିରେ ନିଆଁ ଲାଗିଯାଇଛି। ଘଟଣାଟି ଘଟିଛି ସରିତା ବିହାରରେ। ଜଣେ ବ୍ୟକ୍ତି ବିବାହ ପାଇଁ ନିଜ କାରରେ ଯାଉଥିବା ବେଳେ ହଠାତ ତାଙ୍କ ଗାଡ଼ିରେ ନିଆଁ ଲାଗିଯାଇଥିଲା। ତେବେ ଆଶ୍ୱସ୍ତିକର କଥା, ବର ଜଣକ କାରରୁ ବାହାରି ଆସିଛନ୍ତି ଏବଂ ଅଳ୍ପକେ ମୃତ୍ୟୁମୁଖରୁ…