Below header
Browsing Tag

sahi jata

କୋଭିଡ୍‌ ସ୍ଥିତିକୁ ଦେଖି ୨୦ରୁ ୨୫ ଜଣଙ୍କୁ ନେଇ ଅନୁଷ୍ଠିତ ହେବ ପୁରୀର ପ୍ରସିଦ୍ଧ ସାହିଯାତ

ପୁରୀ: କୋଭିଡ୍‌ ସ୍ଥିତିକୁ ଦେଖି ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହେବ ପୁରୀର ପ୍ରସିଦ୍ଧ ସାହିଯାତ । ସମସ୍ତ ନୀତିକାନ୍ତି ଯେଭଳି ପାଳନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ । ସର୍ବନିମ୍ନ ୨୦ରୁ ୨୫ ଜଣଙ୍କୁ ଯାତ୍ରାରେ ସାମିଲ ହେବା ପାଇଁ ଅନୁମତି ପତ୍ର ଦେବେ ଉପଜିଲ୍ଲାପାଳ ।…

ପୁରୀ: ଲକ୍‌ଡାଉନ୍‌ ସ୍ଥିତିରେ ସୁରୁଖୁରୁରେ ସାମାଜିକ ଦୂରତ୍ୱ ବଜାୟ ରଖି ସରିଲା ସାହିଯାତ

ପୁରୀ: କରୋନା ମୁକାବିଲା ପାଇଁ ଗୋଟେ ପଟେ ଲକ୍‌ଡାଉନ୍‌ ସ୍ଥିତି ଥିବା ବେଳେ ଅନ୍ୟପଟେ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଉଛି । ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଜନ୍ମ ନୀତି ସହ ସାହିଯାତ ପରମ୍ପରା ଅନୁଯାୟୀ ପାଳିତ ହେଉଛି । ସେହିପରି ଦୋଳ ମଣ୍ଡପ ସାହି ପକ୍ଷରୁ…