ପୁରୀ: ଲକ୍‌ଡାଉନ୍‌ ସ୍ଥିତିରେ ସୁରୁଖୁରୁରେ ସାମାଜିକ ଦୂରତ୍ୱ ବଜାୟ ରଖି ସରିଲା ସାହିଯାତ

ପୁରୀ: କରୋନା ମୁକାବିଲା ପାଇଁ ଗୋଟେ ପଟେ ଲକ୍‌ଡାଉନ୍‌ ସ୍ଥିତି ଥିବା ବେଳେ ଅନ୍ୟପଟେ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଉଛି । ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଜନ୍ମ ନୀତି ସହ ସାହିଯାତ ପରମ୍ପରା ଅନୁଯାୟୀ ପାଳିତ ହେଉଛି । ସେହିପରି ଦୋଳ ମଣ୍ଡପ ସାହି ପକ୍ଷରୁ ଲଙ୍କା ଦହନ ନୀତି ସମ୍ପାଦିତ ହୋଇଛି । ତେବେ ସାହିଯାତକୁ ଆଡ଼ମ୍ବର ନକରି ସାମାଜିକ ଦୂରତ୍ୱ ବଜାୟ ରଖି ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହିରେ ସାହିଯାତ ନୀତି ସମ୍ପନ୍ନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.