Browsing Tag

salepur woman sulochana

ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଥାଇ ସୁଦ୍ଧା ସରକାରୀ ସହାୟତାରୁ ବଞ୍ଚିତ ସୁଲୋଚନା, ତଥାପି ଜୀବନ ଜୀବିକା…

ସାଲେପୁର: ଜୀବନ ଜୀବିକା ବଞ୍ଚାଇବା ପାଇଁ ସମସ୍ତଙ୍କୁ କଷ୍ଟ କରିବାକୁ ପଡ଼ିଥାଏ । ଏହା ଭିତରେ ଯଦି ପ୍ରଗାଢ ଇଚ୍ଛା ଶକ୍ତି ଥାଏ ତେବେ ହାର ମାନିଥାଏ ସବୁ ପ୍ରତିବନ୍ଧକ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ୍ ସୌରି ଜାହଙ୍ଗିରାବାଦର ଦିବ୍ୟାଙ୍ଗ ମହିଳା ସୁଲୋଚନା ପତି।…