Browsing Tag

sambar

ରେଷ୍ଟୁରାଣ୍ଟକୁ ପାର୍ଟି କରିବାକୁ ଯାଇଥିଲା ପରିବାର, ଦୋସାର ସମ୍ବର ଭିତରୁ ବାହାରିଲା ମଲା ଝିଟିପିଟି

ଉତ୍ତରାଖଣ୍ଡରେ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିବା ପରିବାର ସହ ଘଟିଛି ଏକ ଅପ୍ରୀତିକର ଘଟଣା । ଏଠାରେ ସେମାନେ ଅର୍ଡର ଦେଇଥିବା ଖାଦ୍ୟରୁ ଏକ ମଲା ଝିଟିପିଟି ବାହାରିଛି । ପରିବାରର ଜଣେ ସଦସ୍ୟ ଦୋସା ମଗାଇଥିବା ବେଳେ ତାଙ୍କ ସମ୍ବର ପ୍ଲେଟରୁ ଝିଟିପିଟି ବାହାରିଥିଲା । ଘଟଣାକୁ ନେଇ…

ବାଘ ଆକ୍ରମଣରେ ଆହତ ସମ୍ବରର ମୃତ୍ୟୁ, କରଞ୍ଜିଆ ବନଖଣ୍ଡ ଭେଜଡିହା ଗ୍ରାମ ନିକଟରୁ ଆଜି ସକାଳେ ହୋଇଥିଲା ଉଦ୍ଧାର

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ ଅନ୍ତର୍ଗତ ଭେଜଡିହା ଗ୍ରାମ ନିକଟରେ ସୋମବାର ସକାଳେ ଆହତ ଅବସ୍ଥାରେ ମିଳିଥିବା ଏକ ସମ୍ବରର ମୃତ୍ୟୁ ଘଟିଛି। ମୃତ ସମ୍ବରକୁ ଜଙ୍ଗଲ ଭିତରେ କଲରାପତରିଆ ବାଘ ଆକ୍ରମଣ କରିଥିବାର ବନବିଭାଗ ଅନୁମାନ…