Galaxy Note 20 ରେ ମିଳୁଛି ୧୦ ହଜାର ଡିସକାଉଣ୍ଟ, ସ୍ମାର୍ଟଓ୍ଵାଚ ସହିତ ମିଳୁଛି ମାଗଣାରେ ଇଅରବଡସ୍
ସାଉଥ କୋରିଆନ ଟେକନୋଲୋଜି କମ୍ପାନୀ Samsung ଫେଷ୍ଟିଭ ସିଜନ ସମୟରେReward Yourself ପ୍ରୋଗ୍ରାମ ଲଞ୍ଚ କରିଛି। ଏଥିଯୋଗୁଁ ଗ୍ରାହକଙ୍କୁ ଇଲେକଟ୍ରୋନିକ୍ସ ଏବଂ ସ୍ମାର୍ଟଫୋନରେ ବିଭିନ୍ନ ଅଫର ସହିତ ରିହାତି ମଧ୍ୟ ମିଳୁଛି। ଏଚଡିଏଫସି ଏବଂ ଏସବିଆଇ କ୍ରେଡିଟ୍ କାର୍ଡ ୟୁଜର୍ସ ସାମସଙ୍ଗ…