Browsing Tag

sand canal

ବିପରୀତ ଦିଗରେ ପ୍ରବାହିତ ହେଲା ବାଲି କେନାଲ, ସୃଷ୍ଟି ହୋଇଛି ୨୦ ଫୁଟର ଭଉଁରୀ

ଓଲଟା ପ୍ରବାହିତ ହେଉଛି ବନାରସର ବାଲି କେନାଲ। ଯେଉଁ ଦିଗକୁ ପାଣି ଯିବା କଥା ତାହାର ବିପରୀତ ଦିଗକୁ ଖୁବ୍‌ ତୀବ୍ର ଗତିରେ ଜଳ ସ୍ରୋତ ପ୍ରବାହିତ ହେଉଛି। ଫଳରେ ଧନଜୀବନ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି। ଜଳର ବେଗ ଏତେ ଅଧିକ ରହିଛି ଯେ ସେଠାରେ ଭଉଁରୀ ସୃଷ୍ଟି ହୋଇଛି। ଭଉଁରୀ ଆଖପାଖରେ…