Below header
Browsing Tag

Sandeep Nahar

ସୁଶାନ୍ତଙ୍କ ପରେ ତାଙ୍କ ସହିତ କାମ କରିଥିବା ଏହି ଆକ୍ଟର ମଧ୍ୟ କଲେ ଆତ୍ମହତ୍ଯା, ସୁଇସାଇଡ ନୋଟରେ ଲେଖିଲେ ଏମିତି କଥା

ସୁଶାନ୍ତଙ୍କ ଆତ୍ମହତ୍ଯାର କୋହ ଫ୍ଯାନଙ୍କ ମନରୁ ଏଯାଏଁ ଲିଭିନଥିବା ବେଳେ ତାଙ୍କ ସହିତ କାମ କରିଥିବା ଆଉ ଜଣେ ଅଭିନେତା ଆତ୍ମହତ୍ଯା କରିଛନ୍ତି। ଫିଲ୍ମ ଏମ ଏସ୍ ଧୋନୀ- ଅନଟୋଲ୍ଡ ଷ୍ଟୋରୀର ସୁଶାନ୍ତଙ୍କ ସହିତ ନଜର ଆସିଥିବା କୋ-ଷ୍ଟାର ସନ୍ଦୀପ ନାହାର ଆତ୍ମହତ୍ଯା କରିଛନ୍ତି। ଆତ୍ମହତ୍ଯା କରି ଏକ…