କଳାହାଣ୍ଡି : ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଦୁଇ ସାଙ୍ଗଙ୍କ ମୃତ୍ୟୁ
କଳାହାଣ୍ଡି : ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଦୁଇ ସାଙ୍ଗର ମୃତ୍ୟୁ ହୋଇଛି । ଏପରି ଘଟଣା କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ବିଲାଟ ଗାଁରେ ଘଟିଛି । ଦୁଇ ଝିଅ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଦୁଇ ସାଙ୍ଗ ହେଲେ ନର୍ଲା ଥାନା ବିଲାଟ ଗାଁର ନେନା…