କ’ଣ ଆପଣଙ୍କ ଉପରେ ରହିଛି କି ଶନିଙ୍କ ପ୍ରକୋପ, ଏହି ଉପାୟରେ କରନ୍ତୁ ଦୂର
କୁହନ୍ତି ଶନି ଗ୍ରହ ସୁବୁଠୁ ଅଧିକ କ୍ରୋଧ କରନ୍ତି। ଆଉ ଶନିଙ୍କର କୋପ ଦୃଷ୍ଟି ପଡ଼ିଥିଲେ ବ୍ୟକ୍ତିଠାରେ ବିଭିନ୍ନ ସମସ୍ୟା ଦେଖାଯାଏ । ଦେହ ଖରାପଠାରୁ ଆରମ୍ଭ କରି ଆର୍ଥିକ ସମସ୍ୟା ପର୍ଯ୍ୟନ୍ତ । ଏଣୁ ଶନି ଦଶା ଏଡ଼େଇବା ପାଇଁ ଶନିଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ହେବ । ସନ୍ତୁଷ୍ଟ କରିବାର…