Browsing Tag

santosh returned purse with money

ଏବେବି ବଞ୍ଚିଛି ମଣିଷପଣିଆ, ପର୍ସ ସହିତ ଟଙ୍କା ଫେରାଇଲେ ଅଟୋ ଡ୍ରାଇଭର ସନ୍ତୋଷ

କଟକ ଜିଲା ବାଙ୍କୀ ଅଞ୍ଚଳର ସନ୍ତୋଷ ସାହୁ। ବେଶ କିଛି ବର୍ଷ ହେବ ପିଲା ପରିବାର ନେଇ କଟକ ସହରରେ ଭଡା ଘରେ ରହୁଛନ୍ତି। ପୂର୍ବରୁ ଟାଉନ ବସ ଚଲାଉଥିବାବେଳେ ଟାଉନ ବସ ବନ୍ଦ ହୋଇଯିବା ପରେ ଏବେ ନିଜେ ଅଟୋ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଗତ ୧୧ ତାରିଖର ଘଟଣା। ସିରିଡି ଯିବା ପାଇଁ ଟିକେଟ କରିବାକୁ…