Browsing Tag

sarapancha died

ଜମିରେ ହଳ କରୁଥିଲେ ସରପଞ୍ଚ, ବିଷାକ୍ତ ମାଛି ଆକ୍ରମଣରେ ମୃତ୍ୟୁ

ଭଞ୍ଜନଗର (କେନ୍ୟୁଜ): ଭଞ୍ଜନଗର କୁରୁତାଇ ଗ୍ରାମ ପଞ୍ଚାୟତରେ ଅଭାବନୀୟ ଘଟଣା । ଜଗନ୍ନାଥପ୍ରସାଦ ବ୍ଳକ କୁଡୁତାଇ ପଞ୍ଚାୟତର ସରପଞ୍ଚ ସନତ କୁମାର ପ୍ରଧାନଙ୍କ ମହୁମାଛି ଭଳି ଏକ ପ୍ରକାର ମାଛି ଆକ୍ରମଣରେ ମୃତ୍ୟୁ ହୋଇଛି । ସନତ ଚାଷ ଜମିରେ ହଳ କରୁଥିବା ସମୟରେ ମାଟି ତଳୁ ବହୁ ସଂଖ୍ୟକ ମାଛି…