Below header
Browsing Tag

saraswati statue

ଦିନ କେଇଟା ପରେ ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ପୂଜା, କଟକ କିସିନାପୁର ଗାଁରେ ମୂର୍ତ୍ତି ଗଢିବାରେ ବ୍ଯସ୍ତ ମାଟି…

ସାଲେପୁର: ଦିନ କେଇଟା ପରେ ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ପୂଜା l ଗାଁରୁ ସହର ସବୁଆଡେ ପୂଜା ପାଇବେ ମା ସରସ୍ୱତୀ l ଏନେଇ ପୂରା ଦମରେ ଲାଗିପଡିଛନ୍ତି କଟକ ଜିଲ୍ଲା ସାଲେପୁର କିସିନାପୁର ଗାଁର ମୂର୍ତ୍ତି କାରିଗର l କରୋନା କଟକଣା କୋହଳ ପରେ ପୁଣି ଲାଗି ପଡିଛନ୍ତି ତାଙ୍କର କୂଳ ବେଉସାରେ।…